Headlines 1 pm | 12 Dec 2022 | Argus News
+ ଇଡିକୁ ତଦନ୍ତରେ ସହଯୋଗ କରୁନାହାନ୍ତି ଅର୍ଚ୍ଚନା
+ ସତ୍ୟାଗ୍ରହ ବେଳେ ସମ୍ବଲପୁରରେ ପୋଲିସ ଓକିଲ ମୁହାଁମୁହିଁ
+ ଅପହରଣ ନୁହେଁ ଦୁର୍ଘଟଣା
+ ମଣ୍ଡି ଖୋଲିନି କିନ୍ତୁ ମିଲରଙ୍କ ଗୋଦାମ ଭର୍ତ୍ତି
+ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ପୁଣି କଂଗ୍ରେସ ନେତାଙ୍କ ଘୃଣ୍ୟ ବୟାନ
+ ଐତିହାସିକ ଜିତ୍ ପରେ ଦ୍ବିତୀୟ ଥର ଗୁଜରାଟ ସିଏମ୍ ଭାବେ ଶପଥ ନେବେ ଭୂପେନ୍ଦ୍ର ପଟେଲ
#ArgusNews #Headlines1pm #TopHeadlines #Odisha