Headlines 10 am | | 10 Sept 2022 | Argus News
+ ନୂଆପଡ଼ାରେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କୁ ବିରୋଧ
+ ମାଲକାନଗିରି ମାଥିଲିରେ ଅଜଣା ରୋଗ ଆତଙ୍କ
+ ପୁଣି ରାଜଧାନୀରେ ଗଡ଼ିଲା ମୁଣ୍ଡ
+ ଲଘୁଚାପ ପ୍ରଭାବରେ ଆଜିଠୁ ୨ ଦିନ ପ୍ରବଳ ବର୍ଷା
+ ଅପାରଗତାରୁ ସାର ସଙ୍କଟ
+ ମିଶନ ମୋଡରେ ବିଜେପିର ସେପ୍ଟେମ୍ବର ଷ୍ଟ୍ରାଟେଜୀ
+ ଆଜି "କେନ୍ଦ୍ର-ରାଜ୍ୟ ବିଜ୍ଞାନ ସମ୍ମିଳନୀ"କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
#Headlines10am #Topheadlines #Odisha #ArgusNews