Headlines@ 10 am | 12 Dec 2022 | Argus News
+ ନିଶା ସେବନରେ ଓଡ଼ିଶା ନମ୍ବର ୱାନ
+ ରାଜ୍ୟ ସରକାରଙ୍କ କୋର୍ଟ ବେଞ୍ଚ ମିଛ ଧରାପଡ଼ିବା ପରେ ତେଜିଲା ଓକିଲ ଆନ୍ଦୋଳନ
+ ମଣ୍ଡି ଖୋଲିନି କିନ୍ତୁ ମିଲରଙ୍କ ଗୋଦାମ ଭର୍ତ୍ତି
+ ଆଜି ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭୂପେନ୍ଦ୍ର ପଟେଲ
+ ଆଠଗଡ଼ ଫେରିଗଲେ କଟକ ମୁହାଁ ହାତୀପଲ
+ ଦୂଷିତ ପାଣି ପିଇ ବ୍ୟାପିଲା ଝାଡ଼ାବାନ୍ତି
#ArgusNews #Headlines10am #Tabacoo #GujuratCM #BhupendrabhaiPatel #HighcourtBench #Odisha