Headlines 10 am | 20 July 2022 | Argus News
+ରାଜ୍ୟରେ ୧୧ ଶହ ଟପିଲା କରୋନା ସଂକ୍ରମଣ…
+ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିଲା ILS ନିର୍ଦ୍ଦେଶକ ଡା. ଅଜୟ ପରିଡ଼ାଙ୍କ ମରଶରୀର...
+ଆମଦାନୀ ନୁହେଁ ବରଂ ଯୁଦ୍ଧାସ୍ତ୍ର ରପ୍ତାନୀ କରୁଛି ଭାରତ….
+ଆଜି କମନୱେଥ୍ ଗେମ୍ସ ସ୍ଥିରୀକୃତ ଭାରତୀୟ ଦଳ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ...
+୨୦୨୧ର ଶ୍ବେତପତ୍ର ଜାରିକଲା ଗୃହ ବିଭାଗ...
+ଆଦିବାସୀ ଇଲାକାରେ ପାନୀୟ ଜଳର ସଙ୍ଗୀନ ସ୍ଥିତି...
+ଶ୍ରୀଲଙ୍କା ସଙ୍କଟ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ବଦଳୀୟ ବୈଠକ...
#corona #infection #BhubaneswarAirport #ILSDirector #AjayParida #India #imports #CommonwealthGames #Kashipur #SriLankaCrisis #ArgusNews