HEADLINES 10 AM | 21 OCT 2021 | Argus News
+ ଜେରା ବେଳେ କାନ୍ଦିଲା ଗୋବିନ୍ଦ
+ କ୍ୟାପଟେନଙ୍କ କଥା ପଚାରିବାରୁ ଡିଜିପିଙ୍କ ମୁହଁରେ ତୁଣ୍ଡି
+ ମମିତା ମେହେର ହତ୍ୟା ଘଟଣାରେ ଉଠୁଛି ପଡୁଛି ସାରା ଓଡ଼ିଶା
+ ଆଜିଠୁ ଆରମ୍ଭ ହେବ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସରୁମ ପାଠପଢା
+ ଦିଲ୍ଲୀ ଏମ୍ସର ଜାତୀୟ କର୍କଟ ପ୍ରତିଷ୍ଠାନରେ ଇନଫୋସିସ୍ ଫାଉଣ୍ଡେସନ୍ ବିଶ୍ରାମ ସଦନ ହେବ ଉଦଘାଟନ
+ ଚୀନ ସୀମାରେ ଲାଗି ରହିଛି ଉତ୍ତେଜନା
+ ଇତିହାସ ରଚିଲା ଭାରତ
+ ଆଜିଠୁ ଶ୍ରୀକ୍ଷେତ୍ର ପୁରୀରେ କାର୍ତ୍ତିକ ବ୍ରତ ଆରମ୍ଭ
+ ବରଗଡ଼ ବରପାଲି କୁମ୍ଭାରୀ ଗାଁରେ ମେକ୍ସିକୋର ଫଳ ଚାଷ
#Headlines10AM #JusticeForMamita #GovindaSahu #MamitaMeher #NationalCancerInstitute #delhiAIIMS #chinaborder #Odisha #ArgusNews