Headlines 10 AM | 22 Jan 2023 | Argus News
+ ଆଜି କଳିଙ୍ଗରେ ଭାରତ-ନ୍ୟୁଜିଲାଣ୍ଡ କ୍ରସଓଭର ମ୍ୟାଚ
+ ଆଜିଠୁ ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକ
+ ବଲାଙ୍ଗିରରେ ନେତା ଅଫିସର ବିବାଦ ବଢାଇବାକୁ ଭୁବନେଶ୍ବରରେ ଷଡ଼ଯନ୍ତ୍ର
+ ଘନଉଛି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ମହିଳାଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ
+ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘନ କୁହୁଡ଼ି
#ArgusNews #Headlines10am #TopHeadlines #Odisha