Headlines 10 am
+ କଳାହାଣ୍ଡି ଆମପାଣି ଭୁର୍ଷାଗୁଡା ନିକଟରେ ଛାତିଥରା ଦୁର୍ଘଟଣା
+ଜୟପୁର ସଦର ଅଞ୍ଚଳରେ ସ୍ବାମୀକୁ ବନ୍ଧୁକ ଦେଖାଇ ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣାର ପ୍ରତିବାଦ
+ଆଜି ଉତ୍ତରାଖଣ୍ଡର ହଲଦୱାନୀ ଗସ୍ତ କରିବେ ପ୍ରଧାନମନ୍ତ୍ରୀ
+କେବେ ବନ୍ଧା ହେବେ ଗୁଟଖା ରାକ୍ଷସ
+ଥମିବାର ନାଁ ନେଉଁନି ମମିତା ଝଡ
+ମାଲକାନଗିରି SP ଓ SDPOଙ୍କୁ ପନିସମେଣ୍ଟ ଟ୍ରାନ୍ସଫର
+ହଲିଉଡ ଚଳଚ୍ଚିତ୍ରରେ ଓଡ଼ିଆ ଝିଅଙ୍କ କମାଲ
#Transfer #Malkangiri #DivyaShankarMishra #Protest #Tobacco #Uttarakhand #RoadProjects #shutdown #Jeypore #accident #Kalahandi #ArgusNews