Headlines 10 am | 23 Feb 2023 | Argus News
+ ଚୀନ ଓ ତାଜକିସ୍ତାନରେ ବଡ଼ ଭୂକମ୍ପ
+ ତେଲେଙ୍ଗାନା ଇଟାଭାଟିରେ ବଲାଙ୍ଗିରର ଦାଦନଙ୍କୁ ନିର୍ଯାତନା
+ ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ
+ ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ
+ ଆଜି ବଜେଟ୍ ଅଧିବେଶନର ତୃତୀୟ ଦିନ
+ ଆଜି ପ୍ରି ବଜେଟ୍ ୱେବିନାର୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ
+ ଆଜି ପୁରୀ ସୁଆଣ୍ଡୋ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
+ ଆଜି ଭାରତ-ଅଷ୍ଟ୍ରେଲିଆ ମହିଳା ଟି-ଟ୍ବେଣ୍ଟି ବିଶ୍ବକପ୍ ସେମି ଫାଇନାଲ
#ArgusNews #Headlines10am #TopHeadlines #Odisha