Headlines 10 am | 5 Aug 2022 | Argus News
+ସୀମା ଚାରିପଟେ କ୍ଷେପଣାସ୍ତ୍ର ବର୍ଷାଉଛି ଡ୍ରାଗନ, ନଇଁବନି କହିଲା ତାଇୱାନ…
+ବର୍ମିଂହୋମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଉ ଦୁଇ ପଦକ..
+ସକ୍ରିୟ ମୌସୁମୀ ସହ ଲଘୁଚାପ ପ୍ରଭାବ ଯୋଗୁଁ ଆଜି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା…
+ମମତା ବାନାର୍ଜୀଙ୍କ ଦିଲ୍ଲୀ ଗସ୍ତ ନେଇ ଆଲୋଡ଼ନ..
+ନ୍ୟାସନାଲ ହେରାଲ୍ଡ ମାମଲାରେ ଛାନଭିନ୍ ବେଳେ ଇଡି ହାତରେ ବଡ଼ ପ୍ରମାଣ…
+କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଲେଖ୍ୟକୁ ନେଇ ଚର୍ଚ୍ଚା…
#ChinaTaiwanWar #CommonWealthGames2022 #Heavyrainfall #MamataBanerjee #NationalHerald #DharmendraPradhan #ArgusNews