||Headlines 10 am||
- କରୋନା ମୃତ୍ୟୁରେ ଲାଗୁନି ବ୍ରେକ
- ଶରଧାବାଲିରେ ତିନିରଥ
- ବାରିପଦାରେ ନାଟ ମନ୍ଦିରକୁ ପହଣ୍ଡି ବିଜେ କରିଛନ୍ତି ଶ୍ରୀଶ୍ରୀ ହରିବଳଦେବଜୀଉ
- ଖାଲି ପଡ଼ିଥିବା ଓଡ଼ିଆ ଅଧ୍ୟାପକଙ୍କୁ ଦିଆଯଉ ନିଯୁକ୍ତି
- ଆଜି ଉତ୍ତର-ପୂର୍ବ ରାଜ୍ୟର ସିଏମଙ୍କ ସହ ପିଏମଙ୍କ ବୈଠକ
- ସେପ୍ଟେମ୍ବର 12ରେ NEET ପ୍ରବେଶିକା ପରୀକ୍ଷା
- ଉତ୍ତର ଭାରତରେ ଆକାଶରୁ ଖସିଲା ମୃତ୍ୟୁ
- ପୃଥିବୀ ଆଡକୁ ମାଡିଆସୁଛି ସୋଲାର ଷ୍ଟ୍ରୋମ
#ArgusNews #ArgusNewsTV #Odisha #Headlines