|| Headlines 10 am ||
- ହାଇକୋର୍ଟର ସମସ୍ତ ଶୁଣାଣିର ହେବ ସିଧାପ୍ରସାରଣ
- ଶୁଣିଲାନି ପ୍ରଶାସନ... ରାସ୍ତା ମରାମତି ପାଇଁ ଅଣ୍ଟା ଭିଡିଲେ କୁନି କୁନି ପିଲା...
- ରାଜ୍ୟରେ ପୁଣି 65 ଜୀବନ ନେଲା ଭାଇରସ
- ଅଲିମ୍ପିକ୍ସ ସପ୍ତମ ଦିନରେ ଭାରତୀୟଙ୍କ ଦମଦାର ପ୍ରଦର୍ଶନ
- ଆଜି ନୂଆ ଜାତୀୟ ଶିକ୍ଷା ନୀତିର ବର୍ଷ ପୂର୍ତ୍ତି…
- ପୁରୀ ଜିଲ୍ଲାରେ ରାସ୍ତା ନାଁରେ 78 କୋଟି ଟଙ୍କାର କେଳେଙ୍କାରୀ
- ରାଜଧାନୀରେ ବଢୁଛି ଡେଙ୍ଗୁ ଭୟ
- ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା
#ArgusNews #ArgusNewsTV #Odisha #Headlines