Headlines 10am | 16 Dec 2021 | Argus News
+ ଆଜି ଏଗ୍ରୋ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଜାତୀୟ ସମ୍ମିଳନୀକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
+ ପୁରୀ ବ୍ରହ୍ମଗିରିର ଚିତ୍ତରଞ୍ଜନ ହତ୍ୟା ମାମଲା
+ ଜଗା ଦର୍ଶନ ପାଇଁ ନୂଆ SOP
+ ରାଜ୍ୟରେ ଲାଗି ରହିଛି ଶୀତର ଲହରୀ
+ ଦେଶରେ ବଢୁଛି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା
+ ମୁଖ୍ୟମନ୍ତ୍ରୀଙ୍କ ଗ୍ରିଭାନ୍ସ ସେଲ ଶୁଣିଲାନି କିନ୍ତୁ ଦୁଃଖ ବୁଝିଲେ ବଲିଉଡ ଷ୍ଟାର ସୋନୁ ସୁଦ
+ କଅଁଳ ବୟସର କୁନି ପ୍ରତିଭା
#Headlines10am #PMModiji #ChitaranjanMurderCase #SOP #Winter #Omicron #SonuSood #ArgusNews