Headlines 10AM | 19th September 2021 | Argus News
+ ଗଞ୍ଜାମ ଜିଲ୍ଲା କୋଦଳା ଥାନା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ
+ ବନ୍ୟା ପରେ ବଢିଛି ଲୋକଙ୍କ ଦୁର୍ଦ୍ଦଶା
+ ଭୁବନେଶ୍ବର BBI ଓ UPARE ବାର ସିଲ୍
+ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ଇସ୍ତଫା ପରେ କିଏ ହେବେ ପଞ୍ଜାବର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ?
+ ବାଲେଶ୍ବର ଚାନ୍ଦିପୁର DRDO ତଥ୍ୟ ଲିକ୍ ଘଟଣା
+ ପରଲୋକରେ ବିଶିଷ୍ଟ ଓଡ଼ିଆ ସାହିତ୍ୟିକା ମନୋରମା ମହାପାତ୍ର
+ ଆଜିଠୁ ଆରମ୍ଭ IPL-14ର ଦ୍ବୀତୀୟ ସଂସ୍କରଣ
+ ପକ୍ଷୀ ପ୍ରେମରେ ବାଲେଶ୍ବର ସାରଙ୍ଗଡ଼ ଗାଁର ଅଭାବୀ ପରିବାର
#Headlines #Odisha #ArgusNews #Ganjam #policestation #flood #Bhubaneswar #barseals #punjab #ChiefMinister #Resignation