HEADLINES : 10AM : 2 OCT 2021 : ARGUS NEWS
+ଆଜି ଜାତିର ଜନକ ମହାତ୍ମା ଗାନ୍ଧି ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ବାହାଦୁର ଶାସ୍ତ୍ରୀଙ୍କ ଜନ୍ମ ବାର୍ଷିକୀ
+ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
+ଗାନ୍ଧୀଜୀଙ୍କ ଓଡ଼ିଶା ଆଗମନକୁ ପୁରିଛି ୧୦୦ ବର୍ଷ
+ସୁଧୁରିବ ଜଳ ସମସ୍ୟା
+କଟକ ବିଧାୟକଙ୍କ ଘରେ କଂଗ୍ରେସର ଗୁପ୍ତ ବୈଠକ
+ସୁନ୍ଦରଗଡ଼ ପରେ କଳାହାଣ୍ଡିରୁ ଆସିଲା ନଗଡାର ଚିତ୍ର\
+ବ୍ୟବସାୟୀ ମନୀଷ ଗୁପ୍ତା ମୃତ୍ୟୁ ମାମଲାରେ ଯୋଗୀ ସରକାରଙ୍କ ବଡ଼ ଆକ୍ସନ
+ଦୁବାଇ ଏକ୍ସପୋରେ ଉଦଘାଟିତ ହେଲା ଭାରତର ପ୍ୟାଭିଲିୟନ
#HEADLINES10AM #Odisha #ArgusNews