HEADLINES 10AM | 26th September 2021 | Argus News
+ ମାଡି ଆସୁଛି ବାତ୍ୟା ଗୁଲାବ
+ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଦେଇ ଚଳାଚଳ କରୁଥିବା ୨୮ଟି ଟ୍ରେନ୍ ବାତିଲ
+ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି
+ ଆଜି ମାଓ ଦମନ ପ୍ରସଙ୍ଗରେ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ
+ ବିଶ୍ବର ମହାମଞ୍ଚରୁ ଆତଙ୍କୀଙ୍କୁ କଡ଼ା ସନ୍ଦେଶ
+ ବିଶ୍ବ ଦରବାରରେ ଖୋଲିଲା ପାକିସ୍ତାନର ମୁଖା
+ ବରଗଡ଼ରେ ପୋଲିସ ହେପାଜତରେ ଯୁବକଙ୍କ ମୃତ୍ୟୁ ଘଟଣା
#Headlines #Odisha #ArgusNews #Cyclone #Gulab #Preparation #Mao #AmitShah #Meeting #Pakistan