Headlines @10PM |20 April 2022|Argus News
+ କେନ୍ଦ୍ରାପଡ଼ା ମାର୍ଶାଘାଇ ତିଖିରି ପଞ୍ଚାୟତରେ କଙ୍ଗାରୁ କୋର୍ଟ
+ଧାମରା ବଜାରରେ ରାସାୟନିକ ବିସ୍ଫୋରଣ
+ଗୁଜରାଟ ଦାହୋଦକୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଭେଟି
+WHO ମୁଖ୍ୟ ଟେଡ଼ରସ୍ ହେଲେ ତୁଲସୀ ଭାଈ
+ଦେଶରେ ପୁଣି ବଢୁଛି କୋଭିଡ୍ ମାମଲା
+ ଖୁବଶୀଘ୍ର ସୁଧୁରିବ ଶ୍ରୀଲଙ୍କା ପରିସ୍ଥିତି
+ଦଙ୍ଗାକାରୀଙ୍କୁ ବୁଲଡୋଜର ଡୋଜ
#headlines #saradina #odisha #ArgusNews