Headlines 10pm | 3 Jan 2022 | Argus News
+ରାଜ୍ୟରେ ହେଲାଣି କି ଓମିକ୍ରନର ଗୋଷ୍ଠୀ ସଂକ୍ରମଣ
+ଦେଶର ସୁରକ୍ଷା ପ୍ରସଙ୍ଗରେ ଦିଲ୍ଲୀରେ ଉଚ୍ଚ ସ୍ତରୀୟ ବୈଠକ
+ଡିଏମଏଫ ପାଣ୍ଠି ଆଦାୟରେ ଅନିୟମିତତା
+ହକ୍ ପାଇଁ ହାତରେ ଖଣ୍ଡା ଧରି ଆଦିବାସୀଙ୍କ ରଣହୁଙ୍କାର
+ବିପଦରେ ବାଘ ବଂଶ
+ପକ୍କାଘର ପାଇଁ 102 ବର୍ଷ ବୟସରେ ବି ପ୍ରତାରଣା
+ମହାକାଶ ବିଜ୍ଞାନୀ କଳ୍ପନା ଚାଓ୍ବଲାଙ୍କୁ ସମ୍ମାନ
+ଉତ୍ତରପ୍ରଦେଶରେ ସମାପନ ହେଲା ବିଜେପିର ଜନବିଶ୍ବାସ ଯାତ୍ରା
#Headlines_10pm #Odisha #ArgusNews