Headlines 11 am | 11 Aug 2022 | Argus News
+ କଟକ କିଶନନଗର ଥାନା ନମାଜ ପଡିଆରେ ହତ୍ୟାକାଣ୍ଡ
+ କାଶୀପୁର ପରେ ଝାରସୁଗୁଡା ଲଖନପୁରରେ ହଇଜା ଆତଙ୍କ
+ ଜମ୍ମୁ କାଶ୍ମୀର ପରଗଲରେ ଆତଙ୍କବାଦୀଙ୍କୁ ସେନାର କଡ଼ା ଜବାବ
+ ଦେଶର 14ତମ ଉପରାଷ୍ଟ୍ରପତି ଭାବେ ଶପଥ ନେବେ ଜଗଦୀପ ଧନଖର
+ ବର୍ଷାରୁ ନାହିଁ ନିସ୍ତାର, ଆସୁଛି ଆଉ ଏକ ଲଘୁଚାପ
+ ଆଜିଠୁ ଆରମ୍ଭ ହେବ ଯୁକ୍ତ 3 ନାମଲେଖା ପ୍ରକ୍ରିୟା
+ ଗଞ୍ଜାମରେ ଜିଆରଏସ୍ ସ୍ବାଗତ ପଣ୍ଡା ନିଖୋଜ୍ ଘଟଣା
+ ଆଜି ରାକ୍ଷୀ ପୂର୍ଣ୍ଣିମା, ଭାଇ-ଭଉଣୀର ପବିତ୍ର ସମ୍ପର୍କର ପର୍ବ
#headlines11am #Topheadlines #Odisha #ArgusNews