HEADLINES 11 AM | 22 OCT 2021 | Argus News
+ ଦେଶବାସୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ର ନରେନ୍ଦ୍ର ମୋଦି
+ କଂଗ୍ରେସ ଛାଡ଼ିଲେ ବରିଷ୍ଠ ନେତା ପ୍ରଦୀପ ମାଝୀ
+ ମମିତା ମେହେର ମର୍ଡର ମାମଲା
+ ମମିତାଙ୍କ ମୋବାଇଲରେ ମାହାଲିଙ୍ଗ୍ ମିଷ୍ଟ୍ରି
+ ଜଳେଶ୍ବରରୁ ଦୁଇ କୋଟି ଟଙ୍କାର ବ୍ରାଉନ ସୁଗାର ଜବତ
+ ଗଞ୍ଜାମ ଶ୍ରୀଚନ୍ଦନପୁର ସାମନ୍ତରାୟପୁର ଛକରେ ମର୍ମନ୍ତୁଦ ଦୁର୍ଘଟଣା
+ ସୋସିଆଲ ମିଡ଼ିଆ ଉପରେ ଡୋନାଲ୍ଡ୍ ଟ୍ରମ୍ପଙ୍କ ରାଗ
+ କ୍ୟାପିଟାଲ ହସ୍ପିଟାଲ ଡାକ୍ତରଙ୍କ ନାଁରେ ଠକେଇ ଅଭିଯୋଗ
#Headlines11am # #NarendraModi #Congress #PradeepMajhi #MamitaMurderCase #Odisha #ArgusNews