Headlines@ 11 am | 28 July 2022 |Argus News
+ ଚାଲି ପାରିଲାନି ପ୍ରଶ୍ନକାଳ
+ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
+ ରାଜ୍ୟରେ ୨୪ ଘଣ୍ଟାରେ ୧୦୩୦ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ
+ ପୁଣି ଅର୍ପିତାଙ୍କ ଫ୍ଲାଟରୁ ଜବତ ହେଲା 28 କୋଟି ଟଙ୍କା
+ କମ ମାର୍କ କାରଣରୁ ଜୀବନ ହାରିଲେ ଛାତ୍ର
+ ଉପାନ୍ତ ଇଲାକାରେ ଦୂର ହେବ ନେଟଓ୍ବର୍କ ସମସ୍ୟା
+ ଆଜିଠୁ ବର୍ମିଂହୋମରେ ଆରମ୍ଭ ହେବ କମନୱେଲ୍ଥ ଗେମ୍ସ
#headlines11am #Assembly #covid19 #studentdeath #ArgusNews