Headlines@ 11 am | 7 June 2022 | Argus News
+ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ
+ ଗଞ୍ଜାମ ମସିହାଖାଲି ଗାଁରେ ପୂର୍ବତନ ସରପଞ୍ଚଙ୍କ ସମେତ 3 ଜଣଙ୍କୁ ମରଣାନ୍ତକ ଆକ୍ରମଣ
+ ଖଣି ଖନନକୁ ନେଇ ରାଜ୍ୟକୁ ସୁପ୍ରିମ ଝଟ୍କା
+ ଜାମ୍ମୁ କଶ୍ମୀର କୁପୱାରାରେ ଏନକାଉଣ୍ଟର
+ ମାଲକାନଗିରିରେ ମାଓ ପୋଷ୍ଟର
+ ବାରବାଟୀ ଟି 20 ବ୍ୟାଟେଲ
+ ଧାରଣାରେ ବସିଥିବା କଲେଜ କର୍ମଚାରୀଙ୍କ ପୂଜାପାଠ
+ ଚୋରା ଚାଲାଣ ବେଳେ ଉଦ୍ଧାର ହେଲେ ୫୦ରୁ ଅଧିକ କଇଁଛ
#headlines11am #Jagannathtemple #Jammukashmir #Encounter #Maoposter #ArgusNews