|| Headlines 11 am ||
- ସ୍କିଲ ଇଣ୍ଡିଆ ମିସନକୁ ପୁରୁଛି ୬ ବର୍ଷ
- ପାରଳାଖେମୁଣ୍ଡି ଅତିରିକ୍ତ ବନ ସୁରକ୍ଷା ଅଧିକାରୀ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ଼
- କାଲି ରାଜ୍ୟରେ ସରୁଛି ଆଂଶିକ ଲକଡାଉନ ଅବଧି
- ରାଜ୍ୟରେ ଥମୁନି କରୋନା ମୃତ୍ୟୁ
- ଭୁବନେଶ୍ବର AIIMSକୁ ପୂରିଲା ୯ ବର୍ଷ
- ରାଜ୍ୟରେ ପିଏମ ଆବାସରେ ମହାଦୁର୍ନୀତି ଅଭିଯୋଗ
- ଆଜି ମହାପ୍ରଭୁଙ୍କର ବନକଲାଗି ନୀତି
#ArgusNews #ArgusNewsTV #Odisha #Headlines