Headlines 11 am
- ରେଳ ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କଲେ ଅଶ୍ବିନୀ ବୈଷ୍ଣବ
- ଆଜି ସୁପ୍ରିମକୋର୍ଟରେ ପରୀ ହତ୍ୟାକାଣ୍ଡ ମାମଲାର ଶୁଣାଣି
- ରାଜ୍ୟରେ ଆଉ ୫୭ ଜଣଙ୍କ କରୋନାରେ ଗଲା ଜୀବନ
- ରାଜ୍ୟରେ କରୋନା ତୃତୀୟ ଲହର ଚିନ୍ତା
- ରାସ୍ତା ପାଇଁ ରାସ୍ତା ଅବରୋଧ
- ହ୍ବାଟସ୍ଆପ୍ରେ ସବମିଟ୍ ହେବ ଯୁକ୍ତ ଦୁଇ ଶେଷ ବର୍ଷ ପ୍ରୋଜେକ୍ଟ ପେପର
- ଆଜି ମହାପ୍ରଭୁଙ୍କ ବନକଲାଗି ନୀତି
#ArgusNews #Odisha #Headlines