HEADLINES@11AM | 13 OCT 2021 | Argus News
+ ରାଜଧାନୀରେ ମନୀଷ ଅନୁରାଗ ମୃତ୍ୟୁ ମାମଲା
+ କେନ୍ଦୁଝର ସଦର ବିଧାୟକ ମୋହନ ମାଝୀଙ୍କ ଗାଡିକୁ ବୋମା ମାଡ ଘଟଣା
+ ପୀଠେ ନବମୀ, ମଣ୍ଡପରେ ଅଷ୍ଟମୀ
+ କଳାହାଣ୍ଡିର ଆରାଧ୍ୟା ଦେବୀ ମା’ ମାଣିକେଶ୍ବରୀଙ୍କ ଛତର ଯାତ୍ରା
+ ଗଞ୍ଜାମ ପାତ୍ରପୁର ବ୍ଲକରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା
+ ଘନୀଭୂତ ହେଉଛି ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ
#Headlines11AM #MohanMajhi #Bombing #DurgaPuja #Manikeswari #ChhatarYatra #Ganjam #LowPressure #Odisha #ArgusNews