Headlines 11AM
+ ବାଲେଶ୍ଵର ଚାନ୍ଦିପୁର DRDOରୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲିକ୍ ମାମଲାରେ ତନାଘନା
+ ୨୪ ଘଣ୍ଟାରେ ରାଜ୍ୟରେ ୬୨୩ ସଂକ୍ରମିତ ଚିହ୍ନଟ
+ ଗଞ୍ଜାମ ଜିଲ୍ଲା କୋଦଳା ଥାନା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ
+ ବନ୍ୟା ପରେ ବଢିଛି ଲୋକଙ୍କ ଦୁର୍ଦ୍ଦଶା
+ ଭୁବନେଶ୍ବର BBI ଓ UPARE ବାର ସିଲ୍
+ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ଇସ୍ତଫା ପରେ କିଏ ହେବେ ପଞ୍ଜାବର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ
+ ପରଲୋକରେ ବିଶିଷ୍ଟ ଓଡ଼ିଆ ସାହିତ୍ୟିକା ମନୋରମା ମହାପାତ୍ର
#Headlines11AM #Balasore #DRDO #CoronaUpdate #Ganjam #Barseal #Odisha #ArgusNews