Headlines @ 12 Pm | 11 October 2021 | Argus News
+ ଚାଷୀଙ୍କ ଟଙ୍କା ହଡ଼ପ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି
+ ବାଣ୍ଟିବାକୁ ଆସିଥିଲେ ବିଜୁ ସ୍ବାସ୍ଥ୍ୟକାର୍ଡ କିନ୍ତୁ ଜନତାଙ୍କ ପ୍ରଶ୍ନରେ ହେଲେ ବାଟବଣା
+ ଭିଜିଲାନ୍ସ ଜାଲରେ କୁବେର କନିଷ୍ଠ ଯନ୍ତ୍ରୀ
+ ସରକାରୀ ଜମିରେ ବିଜେଡି ବିଧାୟକଙ୍କ ଘର ଅଭିଯୋଗ
#Headlines #Odisha #ArgusNews