Headlines 12 pm | 13 April 2022 | Argus News
+ କଟକ ମାହାଙ୍ଗା କୁସୁପୁରରେ ଗଣହତ୍ୟା ମାମଲା
+ ଖାନଗର ସ୍ମଶାନ ରେ ହେବ ଶେଷ କୃତ୍ୟ
+ କେନ୍ଦୁଝର ଯୋଡାରେ ପୁଣି ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା
+ ନୀଳଗିରିରେ ସାମ୍ବାଦିକଙ୍କ ଗୋଡ଼ରେ ବେଡି ପକାଇ ପୋଲିସ ନିର୍ଯାତନା ଘଟଣା
+ ଦୁଇ ଦିନିଆ ଢେଙ୍କାନାଳ ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
+ ଗଛ ଉପରେ ଭାଲୁ
+ ଆଜି ରାଜଧାନୀ ଭୁବନେଶ୍ବରର ପ୍ରତିଷ୍ଠା ଦିବସ
+ ରାଜ୍ୟରେ ତାତି ଜାରି
#headlines12pm #Mahanga #MurderCase #Keonjhar #Journalist #harassment #ArgusNews