Headlines@ 12 pm | 29 June 2022 |Argus News
+ ଆରମ୍ଭ ହେଲା ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ
+ ଜୁଲାଇ ୨ରୁ ବିଧାନସଭାର ମୌସୁମୀ ଅଧିବେଶନ
+ ମୁଖ୍ୟମନ୍ତ୍ରୀ ରହିବାକୁ ଚାହଁ ତ ମେଜରିଟି ସାବ୍ୟସ୍ତ କର
+ ଉଦୟପୁର ନା ଆତଙ୍କପୁର
+ କଟକରେ କଳାଧନ ସଂପର୍କିତ ଏସଆଇଟି ବୈଠକ ଆରମ୍ଭ
+ ଜୋର ଧରିଲା ଖରସ୍ରୋତା ବଞ୍ଚାଓ ଦାବି
+ ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ
#headlines12pm #bjpmeeting #Udayapur #KharasrotaRiver #ArgusNews