Headlines@ 12 PM | 29 Mar 2022 | Argus News
+କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲା
+ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକ୍ଷମରେ ବିଳମ୍ବ ନେଇ ବିଧାନସଭାରେ ଉଦବେଗ
+ବଦଳିପାରେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ସୂଚୀ
+ଅସୁସ୍ଥ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ
+ଜଳେଶ୍ବରରୁ ୨୦ ଲକ୍ଷର ଧଳାଜହର ଜବତ୍
+ ଜଳୁଛି ଶିମିଳିପାଳ
+ବିନା ପ୍ରମାଣରେ କର୍ମୀଙ୍କୁ ଗିରଫଦାରୀର ପ୍ରତିବାଦ
+କମୁନି କଶ୍ମୀର ଫାଇଲ୍ସର କ୍ରେଜ୍
#headlines #SimilipalFire #cameramancase #TheKashmirFiles #Odisha #ArgusNews