|| Headlines 12 pm ||
- ଶୁକ୍ରବାର ରାଜ୍ୟରେ ସରୁଛି ଆଂଶିକ ଲକଡାଉନ ଅବଧି
- ରାଜ୍ୟରେ ଥମୁନି କରୋନା ମୃତ୍ୟୁ
- 6 ବର୍ଷରେ ସ୍କିଲ ଇଣ୍ଡିଆ ମିସନ
- ପାରଳାଖେମୁଣ୍ଡି ଅତିରିକ୍ତ ବନ ସୁରକ୍ଷା ଅଧିକାରୀଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ଼
- ଭୁବନେଶ୍ବର AIIMSକୁ ପୂରିଲା ୯ ବର୍ଷ
- ରାଜ୍ୟରେ ପିଏମ ଆବାସରେ ମହାଦୁର୍ନୀତି ଅଭିଯୋଗ
- ଆଜି ମହାପ୍ରଭୁଙ୍କର ବନକଲାଗି ନୀତି
#ArgusNews #ArgusNewsTV# Odisha #Headlines