Headlines@ 12 pm | 3 Feb 2023 | Argus News
+ ଆଜି ଆସିବ ଓଡ଼ଶାକୁ ରେଳ ବଜେଟରେ ଅନୁଦାନର ହିସାବ
+ ଆଜି ବିବାଦୀୟ ବିବିସି ଡକ୍ୟୁମେଣ୍ଟାରୀ ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ
+ ବ୍ରହ୍ମପୁର ବସ୍ଷ୍ଟାଣ୍ଡରେ କ୍ରାଇମବ୍ରାଞ୍ଚର ଖୋଳତାଡ଼
+ ତିର୍ତ୍ତୋଲ ବିଜେଡି ବିଧାୟକ ବିଜୟ ଶଙ୍କରଙ୍କ ପାଇଁ ବଢିଲା ଅଡ଼ୁଆ.
+ ଆଜି ଉଦ୍ଘାଟନ ହେବ ରାଜ୍ୟରେ 10 ଭର୍ଚୁଆଲ୍ ହାଇକୋର୍ଟ
+ ଆଜି ପ୍ରେକ୍ଷାଳୟକୁ ଆସୁଛି ‘ଦମନ’ର ହିନ୍ଦୀ ରୂପାନ୍ତର
#ArgusNews #Headlines12pm #Budget #BBCDocumentary #TirtolMLA #VirtualHighcourt #DamanMovie #Odisha