HEADLINES@ 12 PM | 31 OCT 2021 | Argus News
+ ଲୌହ ମାନବ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ବାର୍ଷିକୀ
+ ଦରଦାମ ବୃଦ୍ଧିକୁ ନେଇ ରାଜଭବନ ସମ୍ମୁଖରେ ବିଜେଡିର ପ୍ରତିବାଦ
+ ମମିଲା ମେହେର ମର୍ଡର ମାମଲା
+ ନବରଙ୍ଗପୁର RTOଙ୍କ ଦାଦାଗିରି
+ ବାଲେଶ୍ବରରେ ପୁଣି ଫୁଟିଲା ଗୁଳି
+ 2022 ଶେଷ ସୁଦ୍ଧା 5 ଶହ କୋଟି ଟିକାର ଡୋଜ ଉତ୍ପାଦନ କରିବାକୁ ପ୍ରସ୍ତୁତ ଭାରତ
+ ଟି-20 ବିଶ୍ବକପରେ ଆଜି ଭାରତ-ନ୍ୟୁଜିଲାଣ୍ଡ ଟକ୍କର
#Headlines12PM #SardarballabhbhaiPatel #BJDProtest #Nabarangapur #RTO #ArgusNews