Headlines 12 PM | 06 Oct 2022 | Argus News
+ ସରିଲା ଦଶହରା, ଆଜି ଭସାଣି
+ ଆଜି ପୁରୀରେ ଗୋଷାଣି ମେଳଣ
+ ବାଟବଣା ତଦନ୍ତ
+ ବାସୁଦେବପୁର ଥାନା ସମିଆ ଛକ ନିକଟରେ ଗୋମାଂସ ଜବତ
+ ରାଜ୍ୟରେ ସ୍ଵାସ୍ଥ୍ୟ ସେବାର ବିକଳ ସ୍ଥିତି
+ ଲଘୁଚାପ ପ୍ରଭାବରେ ଜାରି ରହିଛି ବର୍ଷା
+ ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ୱାନ ଡେ ସିରିଜ୍
#Headlines12pm #TopHeadlines #Odisha #ArgusNews