Headlines@ 12 pm | 4 Dec 2022 | Argus News
+ ଅର୍ଚ୍ଚନା ମାମଲାରେ ମୋବାଇଲ୍, ପେନ୍ଡ୍ରାଇଭ୍ ଓ ହାର୍ଡଡିସ୍କରେ ଲୁଚିଛି ବଡ଼ ସୁରାକ୍
+ ଭୋଟ୍ ପୂର୍ବରୁ ଟଙ୍କା ବାଣ୍ଟୁଛି ଶାସକ ଦଳ
+ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡି ଭିଡିଓ ଉତ୍ତୋଳନ ପ୍ରସଙ୍ଗ
+ ପଦମପୁରରେ ସରିଲା ହାଇଭୋଲଟେଜ ପ୍ରଚାର
+ କଳାହାଣ୍ଡି କର୍ଲାପଡ଼ାରେ ଓଲଟିଲା ଗ୍ୟାସ୍ ଟ୍ୟାଙ୍କର
+ ଆଜି ଦିଲ୍ଲୀ MCD ନିର୍ବାଚନ
+ ଆଜି ଭାରତୀୟ ନୌସେନା ଦିବସ
#ArgusNews #Padampur #ArchanaNag #bypoll #Kalahandi #DelhiMCD #Election