Headlines 12 pm | 26 August 2022 | Argus News
+ କଂଗ୍ରେସରୁ ଇସ୍ତଫା ଦେଲେ ଗୁଲାମ ନବୀ ଆଜାଦ
+ ପାକିସ୍ତାନର ନାପାକ୍ ଉଦ୍ୟମ
+ କୋଟିଆରେ ପୁଣି ଆନ୍ଧ୍ରର ଦାଦାଗିରି
+ ଅବିଭକ୍ତ କୋରାପୁଟରେ ହଇଜା ଆତଙ୍କ
+ ବନ୍ୟା ମୁକାବିଲାର ରେ ବିଫଳ ରାଜ୍ୟ ସରକାର
+ ଜଗତସିଂହପୁର ରଙ୍ଗିଆଗଡ଼ ନିକଟରୁ ବ୍ରାଉନସୁଗର ଜବତ
+ ନାମ ଲେଖାରୁ ବଞ୍ଚିତ ଛାତ୍ରଙ୍କ ଅଭିନବ ପ୍ରତିବାଦ
#Headlines12pm #Congress #resigned #GhulamNabiAzad #Pakistan #ArgusNews