HEADLINES :12PM : 2 OCT 2021 : ARGUS NEWS
+ଜଲ ଜୀବନ ପ୍ରସଙ୍ଗରେ ଗ୍ରାମ ପଞ୍ଚାୟତ ଏବଂ ଗ୍ରାମ ଜଳ ଓ ପରିମଳ କମିଟି ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
+ଆଜି ଜାତିର ଜନକ ମହାତ୍ମା ଗାନ୍ଧି ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ବାହାଦୁର ଶାସ୍ତ୍ରୀଙ୍କ ଜନ୍ମ ବାର୍ଷିକୀ
+ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
+ଗାନ୍ଧୀଜୀଙ୍କ ଓଡ଼ିଶା ଆଗମନକୁ ପୁରିଛି ୧୦୦ ବର୍ଷ
+ ବ୍ରହ୍ମପୁରରେ ବଡ଼ ଧରଣର ଗଞ୍ଜେଇ ରାକେଟ ଠାଵ
+ସୁନ୍ଦରଗଡ଼ ରସରାଜପୁର ନିକଟ ହାଇୱେରେ ଏଲ୍ପିଜି ବୋଝେଇ ଚଳନ୍ତା ଟ୍ରକ୍ରେ ଲାଗିଲା ନିଆଁ
#HEADLINES12PM #Odisha #ArgusNews