Headlines 12pm | 4 Dec 2021 | Argus News
+ ଆଜି ବି ବିଧାନସଭା ଭିତରେ ବାହାରେ ମମିତା ତାତି
+ ସୋମବାରଠୁ ବିଧାନସଭାରେ ବହିବ ସୁପରସାଇକ୍ଲୋନ
+ ଦୁର୍ବଳ ହେଉଛି ଜୱାଦ
+ ଘଣ୍ଟା ପ୍ରତି ୪ କିମି ବେଗରେ ଆଗକୁ ବଢୁଛି ବାତ୍ୟା
+ ବାତ୍ୟା ପାଇଁ ଟ୍ରେନ୍ ଚଳାଚଳ ଉପରେ ପ୍ରଭାବ
+ ଆଜି ଦେବଭୂମିକୁ ବଡ଼ ଭେଟି ଦେବେ ପ୍ରଧାନମନ୍ତ୍ରୀ ମୋଦି
+ ଓମିକ୍ରନ ପ୍ରଭାବ କମାଇବ ଟିକାକରଣ
#Headlines12pm #Assembly #MamitaIssue #Cyclone #Jawad #trainservice #PMModi #Omicron #ArgusNews