Headlines @1PM | 28 July 2022| Argus News
+କଂଗ୍ରେସ ସାଂସଦ ଅଧିର ରଞ୍ଜନ ଚୌଧୁରୀଙ୍କ ବୟାନକୁ ନେଇ ତେଜିଲା ବିବାଦ
+ଚାଲି ପାରିଲାନି ପ୍ରଶ୍ନକାଳ
+ଚେନ୍ନାଇରୁ ଫେରିବା ପରେ ପ୍ରଥମଥର ପାଇଁ ଗଣମାଧ୍ୟମ ସାମ୍ନାକୁ ଆସିଲେ ବାବୁସାନ୍
+ପୁଣି ଦୋଳାରେ ବୁହାହେଲେ ଗର୍ଭବତୀ
+ପୁଣି ଅର୍ପିତାଙ୍କ ଫ୍ଲାଟରୁ ଜବତ ହେଲା 28 କୋଟି ଟଙ୍କା
#headlines #LatestNews #Odisha #ArgusNews #newstoday #afternoonheadlines