Headlines 2 pm | 01 Jan 2022 | Argus News
+ ନୂଆବର୍ଷରେ 12 କୋଟି ଚାଷୀଙ୍କୁ ଉପହାର
+ ଆଜିଠୁ ୧୫-୧୮ ବର୍ଷ ବୟସ୍କଙ୍କ ଟିକାକରଣ ପାଇଁ ପଞ୍ଜିକରଣ
+ ଓବିସି ବର୍ଗଙ୍କୁ ସଂରକ୍ଷଣରୁ ବଞ୍ଚିତ ରଖିବା ପ୍ରସଙ୍ଗରେ ଆଟାକିଂ ମୁଡରେ ବିଜେପି
+ ପୋଲିସ ନାଁରେ ଛେଳି ଚୋରି ଅଭିଯୋଗ
+ ରାଜଧାନୀରେ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା
+ ଲାଞ୍ଚ ପାଇଁ ଅଟକିଛି ପଦୋନ୍ନତି
#Headlines2pm #NewYear #vaccinations #COWINportal #BJP #OBC #Collegestudent #ArgusNews