Headlines 2 PM
+ ଡ୍ରାଗନ୍ ପାଇଁ ବଢିଲା ଅଡୁଆ
+ ନକଲି କରୋନା ମେଡିସିନ ନେଇ ବଢିଲା ଚିନ୍ତା
+ ଶିଶୁଙ୍କ ପାଇଁ ବିପଦ ଆଣିପାରେ ତୃତୀୟ ଲହର
+ ରାଜ୍ୟରେ ଆଜି ବି 5 ହଜାର ତଳେ କରୋନା ଗ୍ରାଫ୍
+ ରାଜ୍ୟରେ ଲଘୁଚାପ ପ୍ରଭାବରେ ବର୍ଷା
+ କଟକରେ ବିଚ୍ ରାସ୍ତାରେ 5 ଫୁଟର ବଡ଼ ଗର୍ତ୍ତ
+ ମାଲକାନଗିରିରେ ମାଓବାଦୀଙ୍କ ଟିଫିନ ବୋମା
+ ଜି-୭ ସମିତିକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
#ArgusNews #Odisha #NewsChannel #ArgusNewsTV #Headline2PM