Headlines@ 2 pm | 23 Sept 2022 | Argus News
+ ରତ୍ନ ଭଣ୍ଡାର ପ୍ରସଙ୍ଗରେ ଆଇନ୍ ମନ୍ତ୍ରୀ ଜଗନ୍ନାଥଙ୍କ ବିତଣ୍ଡା ଯୁକ୍ତି
+ ରାଜଧାନୀରେ ଫ୍ଲାଟ ଦେବା ନାଁରେ ଠକେଇ ମାମଲା
+ ଓଡ଼ିଶାରେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ
+ ସୁନ୍ଦରଗଡ଼ରେ ବିସ୍ଥାପିତଙ୍କ ଦ୍ବାରା ହେମଗିର ତହସିଲ ଅଫିସ ଘେରାଉ
+ ପଶ୍ଚିମବଙ୍ଗରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
+ ମହାନଦୀ ପଠାରେ ହୋଇ ପାରିବ ନାହିଁ କୌଣସି ଅସ୍ଥାୟୀ ନିର୍ମାଣ
+ ଆଜି ଇଣ୍ଡିଆ ଅଷ୍ଟ୍ରେଲିଆ ଦ୍ଵିତୀୟ T୨୦
#Headlines2pm #RatnaBhandar #Flatfraud #SunilBanshal #BJPprotest #ArgusNews #Odisha