|| HEADLINES 2 PM ||
- କୋଭିଡ ରୋଗୀ ନା ଜାନୱର... ବାରିପଦା ସ୍ଥିତ କୋଭିଡ ହସ୍ପିଟାଲରୁ ଆସିଲା ସମ୍ବେଦନହୀନତାର ଦୃଶ୍ୟ...
- ବାଲେଶ୍ବର ଜିଲ୍ଲାର ବାତ୍ୟାଞ୍ଚଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ...
- ବାତ୍ୟା ବନ୍ୟା ଯୋଗୁଁ ଜଳସମ୍ପଦ ବିଭାଗର 87 କୋଟି କ୍ଷୟକ୍ଷତି...
- ଫାୟାର ଷ୍ଟେସନ ଛକରେ ମଦ୍ୟପ ଯୁବକଙ୍କ ଉନ୍ମତ କାଣ୍ଡ ଘଟଣା...
- ପୁଣି ବିଜେଡି କର୍ମୀଙ୍କ ଗୁଣ୍ଡାରାଜ…
#ArgusNews #ArgusTv #Odisha #Headlines