|| Headlines 2 pm ||
- ପିସି ମଷ୍ଟ୍ ଷ୍ଟପ୍ ନାରାର ଉଡିଲା ଧଜ୍ଜିୟା
- ରାଜଧାନୀରେ ପୁଣି ଧଳାଜହର ଚିନ୍ତା
- ଓଡ଼ିଶାର କେଉଁଠାରେ ଲୁଚିଛନ୍ତି ଆତଙ୍କବାଦୀ
- ଆଜି କୋର୍ଟରେ ହାଜର ହେଲେ ବର୍ଷା ଅନୁଭବ
- ରାଜ୍ୟରେ କରୋନା ମୃତ୍ୟୁରେ ଲାଗୁନି ବ୍ରେକ
- ଜନ୍ମବେଦୀରେ ପୂଜା ପାଉଛନ୍ତି କଳାଠାକୁର
- ସେବା କମ ଟିକସ ବେଶୀ
- ନୟାଗଡ଼ର କୁନି ଝିଅ ପରୀ ମାମଲାକୁ ପୁରିଲା ବର୍ଷେ
#ArgusNews #ArgusNewsTV #Odisha #Headlines