Headlines 2 pm
+କନ୍ନୁରରେ ଆର୍ମି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ
+ମାହାଙ୍ଗା IICଙ୍କୁ ପୁଣି କୋର୍ଟଙ୍କ ଛାଟ
+ସପ୍ତମ ଦିନ ବି ଗୃହ ଅଚଳ.
+କଟକ ରେଳ ଷ୍ଟେସନରୁ ୨୦ଲକ୍ଷ ଜବତ
+ରିମାଣ୍ଡରେ ଆସିବ ହାଇପ୍ରୋଫାଇଲ୍ ଠକ ପ୍ରଜ୍ଞା ନାୟକ
+‘At Risk’ ଦେଶରୁ ଓଡ଼ିଶା ଆସିଥିବା ୪ ପଜିଟିଭ
+ ଉଦ୍ଧାର ହେଲା କୂ୍ଅରେ ଫଶିଥିବା ଭାଲୁ
#Armyhelicopter #Kannur #crashes #MahangaIIC #BJP #OdishaAssembly #seized #Cuttack #railwaystation #ArgusNews