Headlines@ 3 pm | 22 Jan 2023 | Argus News
+ `ରାଜ୍ୟ ଗତ କିଛି ବର୍ଷ ହେଲା ଦୁର୍ନୀତି, ଅନ୍ୟାୟ, ଅତ୍ୟାଚାର ବଢ଼ିଛି
+ ବଲାଙ୍ଗିରରେ ଘନଉଛି ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ଝଗଡା
+ ଘନଉଛି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ମହିଳାଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ
+ ସିଙ୍ଗର ହ୍ୟୁମାନ ସାଗର, ପତ୍ନୀ ଶ୍ରୀୟା ମିଶ୍ର ବିବାଦ
+ କଟକ ବାଦାମବାଡ଼ିରେ ନକଲି ୱାଟର ପ୍ୟୁରିଫାୟର ଗୋଦାମ ଠାବ
+ ବିସ୍ଥାପିତଙ୍କ ସପକ୍ଷରେ ହାଇକୋର୍ଟଙ୍କ ବଡ଼ ରାୟ
+ ଆଜି କଳିଙ୍ଗରେ ଭାରତ-ନ୍ୟୁଜିଲାଣ୍ଡ କ୍ରସଓଭର ମ୍ୟାଚ
#ArgusNews #Headlines3pm #HumaneSagar #SameerDash #Misbehave #DupicateCompany #Cuttack #Odisha