Headlines 3pm | 12 Dec 2022 | Argus News
Headlines 3pm | 12 Dec 2022 | Argus News
+ଐତିହାସିକ ଜିତ୍ ପରେ ଦ୍ବିତୀୟ ଥର ଗୁଜରାଟ ସିଏମ୍ ଭାବେ ଶପଥ ନେଲେ ଭୂପେନ୍ଦ୍ର ପଟେଲ
+ଖୋଲିଲା କଟକ LIC ଏଜେଣ୍ଟ ଶୈଳେନ୍ଦ୍ର ଜେନା ହତ୍ୟା ରହସ୍ୟ
+ ପୁଣି ମୋ ବସରୁ ଚୋରି
+ରାଜ୍ୟରେ ଓକିଲ ଆନ୍ଦୋଳନ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ
+ସତ୍ୟାଗ୍ରହ ବେଳେ ସମ୍ବଲପୁରରେ ପୋଲିସ ଓକିଲ ମୁହାଁମୁହିଁ
+ଉମରକୋଟରେ ୪ ଜଣ ନିଖୋଜ ଘଟଣାରେ ସାମ୍ନାକୁ ଆସିଲ ସତ
#ArgusNews #Headlines #OdishaHeadlines #Odisha