HEADLINES 4 PM | 18 OCT 2021 | Argus News
+ ମମିତାଙ୍କ ବାପାଙ୍କ ବିସ୍ଫୋରକ ବୟାନ
+ ପୋଲିସ ହେପାଜତରୁ ଗୋବିନ୍ଦ ଗାୟବ ନେଇ ଉଠିଲା ପ୍ରଶ୍ନ
+ ଅର୍ଗସର ମହାପ୍ରଭାବ
+ 22 ଘଣ୍ଟା ଧରି ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ରେଡ୍ ପ୍ରସଙ୍ଗ
+ ଜାମିନ ନାମଞ୍ଜୁର ପରେ ଅସୁସ୍ଥତା ଦର୍ଶାଇ ପ୍ରଶାନ୍ତ ଜଗଦେବ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହେବା ଘଟଣା
+ ବିଜେପିରେ ମିଶିଲେ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା
+ ଉପକୂଳ ଓଡିଶାରେ ସକ୍ରିୟ ରହିଛି ଲଘୁଚାପ
#Headlines #GovindSahu #MamitaMeher #SunshinePublicSchool #Missingcase #ArgusImpact #MLA #PradeepPanigrahi #Vigilanceraid #PrashantJagdev #bjpmishranaparba #lightpressure #heavyrain #Odisha #ArgusNews