Headlines 4 pm|25 April 2022|Argus News
+ ବିଦ୍ୟୁତ କାଟକୁ ନେଇ ରାଜ୍ୟ ସରକାରଙ୍କ କଡ଼ା ଆଭିମୁଖ୍ୟ
+ ନ୍ୟାୟ ନୁହେଁ ମିଳିଲା ମୃତ୍ୟୁ
+ କଟକରେ ବଡଧରଣର ସମବାୟ ସ୍କାମ
+ ଯାଆଁଳାରେ ସୁନା ଦୋକାନୀଙ୍କୁ ଗୁଳିକାଣ୍ଡ ଘଟଣା
+ ସତୀଚଉରା ଶ୍ମଶାନଠାରେ ସମ୍ପନ୍ନ ହେଲା ବିଶିଷ୍ଟ ସାହିତ୍ୟିକା ବୀଣାପାଣି ମହାନ୍ତିଙ୍କ ଶେଷକୃତ୍ୟ
+ ଏବଂ ଆକାଶରୁ ଅଗ୍ନିବର୍ଷା
#Headlines4pm #electricity #powercuts #Justice #Cooperativescam #Odisha #ArgusNews