HEADLINES : 4PM : 6 OCT 2021 : ARGUS NEWS
+ରସାୟନ ବିଜ୍ଞାନ ପାଇଁ ଘୋଷଣା ହେଲା ନୋବେଲ ପୁରସ୍କାର
+ଭୁବନେଶ୍ବରକୁ ଫେରିଲା କଣ୍ଟେନମେଣ୍ଟ ଜୋନ
+ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧନଗର ବ୍ଲକ ନୂଆଗାଁରେ ବ୍ୟାପୁଛି ଡାଇରିଆ
+ମଧ୍ୟପ୍ରଦେଶର ସ୍ବାମୀତ୍ବ ଯୋଜନା ହିତାଧିକାରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦି
+ଚାନ୍ଦିପୁର DRDO ତଥ୍ୟ ଲିକ୍ ପାଇଁ ହନିଟ୍ରାପ ମାମଲା
+ରେଳମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି
+ଅକ୍ଟୋବରରେ ଓଡିଶାକୁ ଆସିପାରେ ଆଉ ଏକ ବାତ୍ୟା
#HEADLINES4PM #NobelPrize #chemistry #Bhubaneswar #BMC #Mayurbhanj #Gopabandhublock #Diarrhoea #MadhyaPradesh #PMOIndia #NarendraModi #DRDO #Chandipur #HoneyTrap #RailwayMinister #DharmendraPradhan #october #cyclone #Odisha #ArgusNews