Headlines 5 pm | 13 Jan 2022 | Argus News
+15 ଦିନେ ରାଏଜନୁ ଦିନକେ ବାହାରିବେ 30 ହଜାର୍ ପଜିଟିଭ୍
+ଫେର୍ 10 ହଜାର ପାର୍ ଦିନକିଆ ସଙ୍କ୍ରମନ୍
+ସାଇକେଲନେ ବୁହାହେଲେ ରୁଗୀ
+ଅଦିନିଆ ବରଷା ଭାଙ୍ଗଲା ଚାଷୀର୍ ପଞ୍ଜରା ହାଡ୍
+ଆଦିବାସୀ ଅଞ୍ଚଲନେ ଆବାସ ଯୋଜନା ସାତ ସପନ
+ଆର୍ ରାସ୍ତା କାମନେ ହରିଲୁଟ୍
#Headlines_5pm #Covid19 #Corona_Virus #Omicron #bicycles #farmers #rain #Odisha #ArgusNews